Song Cover Image

ମୋତେ ସପ୍ନ ଦେଖିବାକୁ ମନା ନାହିଁ — Bhojpuri Tune Duet

V6

[Intro - Male Lead, Soft Female Responses] ମୋତେ ସପ୍ନ ଦେଖିବାକୁ ମନା ନାହିଁ ମନା ନାହିଁ ମଝି ରାସ୍ତାରେ ହଜି ଜିବାକୁ ଧୃବତାରା ଖୋଜିଦେବ ରାସ୍ତା । [Verse 1 - Male Lead, Gentle Female Answers] ସାଉଁଟି... ସାଉଁଟି... ଜାବୁଡି ଧରିଛି ସଂସାରକୁ ଜୋଡି ଦେବାର ଆଶାରେ, ସଜେଇ ଦେବାର ଆଶାରେ । [Verse 2 - Male Lead] କୁଂଭକାର ମୁଁ । ଗଠିଦେବା ସିଖିଛି ରଂଗେଈ ଦେଈ, ତୁମ ମୁଖରେ ହସ ବୁଣିବା ସିଖିଛି । [Chorus - Male Lead, Soft Female Harmony] ମୋତେ ସପ୍ନ ଦେଖିବାକୁ ମନା ନାହିଁ ମନା ନାହିଁ ମଝି ରାସ୍ତାରେ ହଜି ଜିବାକୁ ଧୃବତାରା ଖୋଜିଦେବ ରାସ୍ତା । [Bridge - Female Solo] ଆସ ପାହାଡ ଚଢିବା ଆସ ଜନ୍ହ ଦେଖିବା ବାଦଲ ସାଂଗେ କାଂଧ ମିଳେଈ ଝଡିବାର ମଂତ୍ର ସିଖିବା । [Final Chorus - Male and Female Duet] ମୋତେ ସପ୍ନ ଦେଖିବାକୁ ମନା ନାହିଁ । ମନା ନାହିଁ ଗୁଂଥିଦେବାକୁ ତୁମ ସପ୍ନକୁ ମୋ ସପ୍ନରେ । [Soft Outro - Both Voices, Tender Close Harmony] ମନା ନାହିଁ ଗୁଂଥିଦେବାକୁ ତୁମ ସପ୍ନକୁ ମୋ ସପ୍ନରେ ।