Song Cover Image

ମୋତେ ସପ୍ନ ଦେଖିବାକୁ ମନା ନାହିଁ

V6

[Intro] ମୋତେ ସପ୍ନ ଦେଖିବାକୁ ମନା ନାହିଁ, ମନା ନାହିଁ ମଝି ରାସ୍ତାରେ ହଜି ଜିବାକୁ । ଧୃବତାରା ଖୋଜିଦେବ ରାସ୍ତା । [Verse 1] ସାଉଁଟି ସାଉଁଟି ଜାବୁଡି ଧରିଛି ସଂସାରକୁ— ଜୋଡି ଦେବାର ଆଶାରେ, ସଜେଇ ଦେବାର ଆଶାରେ । [Verse 2] କୁଂଭକାର ମୁଁ । ଗଠିଦେବା ସିଖିଛି, ରଂଗେଈ ଦେଈ, ତୁମ ମୁଖରେ ହସ ବୁଣିବା ସିଖିଛି । [Chorus] ମୋତେ ସପ୍ନ ଦେଖିବାକୁ ମନା ନାହିଁ, ମନା ନାହିଁ ମଝି ରାସ୍ତାରେ ହଜି ଜିବାକୁ । ଧୃବତାରା ଖୋଜିଦେବ ରାସ୍ତା । [Bridge] ଆସ ପାହାଡ ଚଢିବା, ଆସ ଜନ୍ହ ଦେଖିବା । ବାଦଲ ସାଂଗେ କାଂଧ ମିଳେଈ, ଝଡିବାର ମଂତ୍ର ସିଖିବା । [Final Chorus] ମୋତେ ସପ୍ନ ଦେଖିବାକୁ ମନା ନାହିଁ । ମନା ନାହିଁ ଗୁଂଥିଦେବାକୁ ତୁମ ସପ୍ନକୁ ମୋ ସପ୍ନରେ । [Outro] ମନା ନାହିଁ ଗୁଂଥିଦେବାକୁ ତୁମ ସପ୍ନକୁ ମୋ ସପ୍ନରେ ।